Sunday 5 August 2018

କି କି ଚ୍ୟାଲେଞ୍ଜ

(ହିନ୍ଦୀ ଫିଲ୍ମ Dhadkan ର Na Na Karte Pyar Tumhi Se ଗୀତର ସ୍ୱରରେ)

1st singer:
କି କି ଚ୍ୟାଲେଞ୍ଜ ନେଇ ମୁଁ ହାଏ

ଫସିଗଲି... ଫସିଗଲି.. ଫସିଗଲି,

ଆରେ ଗାଡି କଡରେ       ନାଆଚୁ ନାଚୁ ମୁଁ

ଖସିଗଲି.. ଖସିଗଲି.. ଖସିଗଲି

2nd Singer: 
କି କି ଚ୍ୟାଲେଞ୍ଜ ନେଇ ତୁ ହାଏ

ଫସିଗଲୁ...  ଫସିଗଲୁ .. ଫସିଗଲୁ,

ଆରେ କେମିତି ନାଚୁ ଥିଲୁ ତୁ ହାଏ

ଖସିଗଲୁ... ଖସିଗଲୁ.. ଖସିଗଲୁ ?

1st singer:
କି କି ଚ୍ୟାଲେଞ୍ଜ ନେଇ ମୁଁ ହାଏ

ଫସିଗଲି... ଫସିଗଲି.. ଫସିଗଲି

-----------------------
1st Stanza: 
---------------------

1st singer: 
ଫୋନ ରଖିକି          ଡୋର ଖୋଲିକି

        ମୁଁ ନାଚୁଥିଲି ହାତ ଛାଟି, 

ଗାଡି ଚାଲୁଥିଲା         ନାଚ ହଉଥିଲା

       ସତେକି ମୁଁ ଗୋଟେ ପାତି   (2 ଥର )      

2nd Singer:
ଆରେ କେଡ଼ିକି ବୋକାଟେ ତୁ

ଗାଡି ଛାଡି ନାଚୁ ଥିଲୁ,

ଆରେ କଅଣ ହେଲାରେ ପୁଣି

କେମିତି ତୁ ପଡ଼ିଗଲୁ..   ..  ଉ..

1st Singer:
ମନେ ପକାନି ତୁ ଆଉ

ଲାଜେ ମୁଁ ଯେ...  ସଢ଼ିଗଲି.. ସଢ଼ିଗଲି.. ସଢ଼ିଗଲି

ଆରେ ନାଚୁ ଥିଲା ବେଳେ ମୁଁ ଝୁଣ୍ଟି

ତଳେ ଭାଇ.. ପଡ଼ିଗଲି.. ପଡ଼ିଗଲି.. ପଡ଼ିଗଲି    (2 ଥର)              

କି କି ଚ୍ୟାଲେଞ୍ଜ ନେଇ ମୁଁ ହାଏ

ଫସିଗଲି.. ଫସିଗଲି.. ଫସିଗଲି.. ହୋ ହୋ ଓ

-------------------------
2nd Stanza:
---------------------------

1st singer:
ହୁଁ.. ହୁଁ..   ହୁଁ ହୁଁ ..

ନାମ ଟିଏ ନେଲି          ଗାଡି ଚେପା କଲି

            ଭକୁଆଙ୍କ ସହ ମାତି

ମାମୁଁ ଧରିନେଲେ       ବହେ ଛେଚା ଦେଲେ

       ଝାଡ଼ି ଦେଲେ ସବୁ କାତି (2 ଥର )

2nd singer:
ଯାହା ହେଲା ଭୁଲି ଯା ରେ

                      ସେ ସବୁ ପରା ପାଗଳାମି,

କହ ମୋର ମୁଣ୍ଡ ଛୁଇଁ

                     ଆଉ କରିବୁନି ମୁରୁଖାମି..

1st singer: 
କାନ ନାକ ଧରିଲି ରେ

ଆଉ ଭୁଲ...  ହେବ ନାହିଁ..  ହେବ ନାହିଁ..  ହେବ ନାହିଁ

ଆରେ ଯିଏ ଯେତେ କହିଲେ ବି

ଭାଇ ତୋର  ଯିବ  ନାହିଁ.. ଯିବ  ନାହିଁ  ଯିବ  ନାହିଁ

2nd singer:

କି କି ଚ୍ୟାଲେଞ୍ଜ ନେଇ ତୁ ହାଏ

ଫସିଗଲୁ..  ଫସିଗଲୁ..  ଫସିଗଲୁ

ଆରେ ଗାଡି କଡରେ ନାଆଚୁ ନାଚୁ ତୁ

ଖସିଗଲୁ.. ଖସିଗଲୁ.. ଖସିଗଲୁ

1st singer:
କି କି ଚ୍ୟାଲେଞ୍ଜ ନେଇ ମୁଁ ହାଏ

ଫସିଗଲି.. ଫସିଗଲି.. ଫସିଗଲି 

  ----- The End-----

No comments:

Post a Comment